ବସ୍ତା
ବସ୍ତା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ରବିଶେଷ୍ୟ - (ଫାରାସୀ - ବସ୍ତା=ବସ୍ତାନି; ତୁଳ. ସଂସ୍କୃତ - ବସ୍ତ୍ର)
ସମ୍ପାଦନା- ୧. ବୋରା; ଆଖାର ବଡ଼ ମୁଣା —୧. Gunny-bag; bale; bag.
- ୨. ଗଣ୍ଠିଲି ବାନ୍ଧିବାରେ ବ୍ୟବହୃତ ଝୋଟଲୁଗା — ୨. Gunny.
- ୩. ବାଲେଶ୍ୱର ଜିଲ୍ଲାର ଗୋଟିଏ ଥାନା ଓ କ୍ଷିଦ୍ରନଗର —୩. Name of a small town and a police station in Balasore.