ବସ୍

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

(ବାସ୍—ଅନ୍ୟରୂପ)

ବୈଦେଶିକ -

ସମ୍ପାଦନା
୧. (ଇଂ) (ବି) ବହୁତ ଲୋକ ବସିଯିବାର ଉପଯୋଗୀ ବଡ଼ ମଟରଗାଡ଼ି —୧. Bus.
୨. (ଅବ୍ୟୟ). ବାସ୍ (ଦେଖ) - —Bās (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବସା)

ସମ୍ପାଦନା

ବସ; ଚର୍ବୀ —Fat.