ବସାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବସିବା କ୍ରିୟା — ୧. Act of sitting.

ଅନୁବାଦ ସମ୍ପାଦନା

୨. ବସାଇବା କ୍ରିୟା —୨. The act of setting.* ବଙ୍ଗାଳୀ: বসান


୩. କର ଧାର୍ଯ୍ୟକରମ; ଲଗାଣ — ୩. Assessment (of tax or rent).

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

କାକରା, ଅମାଲୁ, ପିଠା ଆଦି ଉପର୍ଯ୍ୟୁ— ପରି ସଜାଇ ରଖିବା ପାଇଁ ବ୍ୟବହୃତ ପଲମ; ତାଡ଼ ବା ତାଡ଼ିଆ —A flat earthen pan for arranging flat pastry cakes one over the other.