ବସାଣି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବସିବା କ୍ରିୟା — ୧. Act of sitting.

ଅନୁବାଦ

ସମ୍ପାଦନା
୨. ବସାଇବା କ୍ରିୟା —୨. The act of setting.* ବଙ୍ଗାଳୀ: বসান


୩. କର ଧାର୍ଯ୍ୟକରମ; ଲଗାଣ — ୩. Assessment (of tax or rent).

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

ସମ୍ପାଦନା

କାକରା, ଅମାଲୁ, ପିଠା ଆଦି ଉପର୍ଯ୍ୟୁ— ପରି ସଜାଇ ରଖିବା ପାଇଁ ବ୍ୟବହୃତ ପଲମ; ତାଡ଼ ବା ତାଡ଼ିଆ —A flat earthen pan for arranging flat pastry cakes one over the other.