ବଳେ କଳେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଳେ କଳେ କୌଶଳେ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସହଚର ଶବ୍ଦ) ସମ୍ପାଦନା

କଳେ ବଳେ କୌଶଳେ; ଶରୀରର ବଳଦ୍ୱାରା ହେଉ ବା କୌଶଳଦ୍ୱାରା ହେଉ ଯେ କୌଣସି ଉପାୟରେ ସତ୍ ହେଉ ବା ଅସତ୍ ହେଉ ଯେ କୌଣସି ଉପାୟରେ —Any how; by any means whatever; either by bodily strength or wiles; by means fair or foul.