ବଳରାମ ଦାସ
ବଳରାମ ଦାସ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
ସମ୍ପାଦନାଜନୈକ ଓଡ଼ିଆ କବି — An Oriya poet.
[ଦ୍ରଷ୍ଟବ୍ୟ —କବି ପୁରୁଷୋତ୍ତମ କ୍ଷେତ୍ରବାସୀ ଜଣେ କରଣ ଥିଲେ ଏ ବୈଷ୍ଣଧର୍ମାବଲମ୍ୱୀ; ରାମାୟଣ, ଭଗଦ୍ଗୀତା, ବିରାଟଗୀତା, ଲକ୍ଷ୍ମୀପୁରାଣ ପ୍ରଭୃତି ୨୪: ଖଣ୍ଡ ପୁସ୍ତକ ର଼ଚନା କରିଥିଲେ ଓଡ଼ିଶାର ସ୍ୱାଧୀନ ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ (୧୫୪-୧୫୩୨: ) ଖ୍ରୀଷ୍ଟାଦ୍ଦ) ସେ ଜୀବିତ ଥିଲେ—ତାରିଣୀ ଉତ୍କଳ ସାହିତ୍ୟ. ଇତିହାସ]