ବର ମଣ୍ଡଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ବର+ମଣ୍ଡଳ) ସମ୍ପାଦନା

ବିବାହ ହେବା ପାଇଁ ଘରୁ ବର ଅନୁକୂଳ କଲା ବେଳେ ଭୂମିରେ ଅଙ୍କିତ ହୋଇଥିବା ଚିତ୍ର ବା ମଣ୍ଡଳ — A circle drawn on the ground when the bridegroom starts from starts from his house to the bride's house for marriage.