ବର୍ଣ୍ଣିତ
ବର୍ଣ୍ଣିତ
ଉଚ୍ଚାରଣ
ସମ୍ପାଦନା(ବର୍ଣ୍ଣିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବର୍ଣ୍ଣ ଧାତୁ+କର୍ମ. ତ)
ସମ୍ପାଦନା- ୧. ଯାହା ବର୍ଣ୍ଣନା କରାଯାଇଥାଏ —୧. Described.
- ୨. ବିବୃତ; କଥିତ —୨. Spoken; narrated.
- ୩. ବ୍ୟାଖ୍ୟାତ —୩. Explained.
- ୪. ପ୍ରଶଂସିତ — ୪. Praised; extolled.
- ୫. ରଞ୍ଜିତ —୫. Painted.
- ୬. ଲିଖିତ —୬. Written.