ବର୍ଣ୍ଣିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବର୍ଣ୍ଣିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବର୍ଣ୍ଣ ଧାତୁ+କର୍ମ. ତ) ସମ୍ପାଦନା

୧. ଯାହା ବର୍ଣ୍ଣନା କରାଯାଇଥାଏ —୧. Described.
୨. ବିବୃତ; କଥିତ —୨. Spoken; narrated.
୩. ବ୍ୟାଖ୍ୟାତ —୩. Explained.
୪. ପ୍ରଶଂସିତ — ୪. Praised; extolled.
୫. ରଞ୍ଜିତ —୫. Painted.
୬. ଲିଖିତ —୬. Written.