ବରଫ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବର୍ଫ)

ସମ୍ପାଦନା
୧. ଘନୀଭୂତ ଜଳ —୧. Ice.
୨. ତୁଷାର; ହିମାନୀ —୨. Snow.

(ଯଥା—ଜଳ ଜମି ଗଲେ ବରଫ ହୁଏ, ମାତ୍ର ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ)

ବୈଦେଶିକ - ବିଶେଷଣ -

ସମ୍ପାଦନା

ବରଫ ପରି ଥଣ୍ଡା —Ice-cold.