ବରଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରଣ୍ଡ; ବାରୁଣ୍ଡୀ=ଦ୍ୱାର ପିଣ୍ଡ; ଫାରାସୀ - ବରାମ୍ଦା) ସମ୍ପାଦନା

ବାରଣ୍ଡା; ଦ୍ୱାରପିଣ୍ଡ; ଗୃହର ଦ୍ୱାରସମ୍ମୁଖସ୍ଥ ପିଣ୍ଡା; ଅଢ଼ଙ୍ଗ —Veranda; portico; porch.



ବରଣ୍ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବୃ. ଧାତୁ+କରଣ. ଅଣ୍ଡ+ଆ) ସମ୍ପାଦନା

୧. କଟୁରୀ (ହିନ୍ଦୀ - ଶ.) —୧. Billhook.
୨. ବତୀ; ବଳିତା — ୨. Lamp-wick (Apte).
୩. ସାରିକାପକ୍ଷୀ — ୩. The hill-myna bird (Apte).