ବରଜିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବର୍ଜ୍ଜ୍ ଧାତୁ= ତ୍ୟାଗ କରିବା) ସମ୍ପାଦନା

ଛାଡ଼ିବା —To give up; to suhn.

ଅନୁବାଦ ସମ୍ପାଦନା

ବରଜି ନିରାଶା ମନୁ ଶୁଣ ହେ ସମ୍ୱାଦ ମଧୁସୂଦନ, ବସନ୍ତଗାଆ

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ - ସମ୍ପାଦନା

ଚିଡ଼ିବା; ରାଗିବା —To fret.