ବରଗା
ବରଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ବର୍ଗ; ପର୍ତ୍ତ. ଭର୍ଗା=ଯଷ୍ଟି)
ସମ୍ପାଦନା- ୧. କୋଠାର ଛାତରେ କଡ଼ି ଉପରେ ଯେଉଁ କ୍ଷୁଦ୍ରାକାଷ୍ଠ ଖଣ୍ଡମାନ ଦିଆଯାଇ ଥାଏ —୧. Rafter of the roof of a building.
[ଦ୍ରଷ୍ଟବ୍ୟ —ବରଗା ଉପରେ ଟାଇଲ୍ ବିଛା ହୁଏ]
- ୨. (ଜାହାଜିଆ ଭାଷା) ଜାହାଜର ପାଲରେ ଲାଗିଥିବା ଲମ୍ୱ କାଠି —୨. (nautical) Long bars or rollers attached to sails.
x x ପଛକୁ କଲମିଡୋଲ ଆଉ ବରଗାମାନ ଟେକି ଦେଇ ଗୁଡ଼ାଏ ଠିକ କରି ରଖି ଦେଇଅଛନ୍ତି ଫକୀରମୋହନ, ଗଳ୍ପସ୍ୱଳ୍ପ