ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ବମନ
ଭାଷା
ଦେଖିବେ
ସମ୍ପାଦନା
ବମନ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Bamana
ଆଇ.ପି.ଏ.
— bˈʌmʌnˌɔ
ସଂସ୍କୃତ - ବିଶେଷ୍ୟ - (ବମ୍ ଧାତୁ+ଭାବ. ଅନ)
ସମ୍ପାଦନା
୧. ଉକାର; ବାନ୍ତି — ୧. Vomiting.
୨. ବହିଷ୍କରଣ —୨. Emitting.
୩. ଯେଉଁ ଦ୍ରବ୍ୟ ବମନ କରାଏ —୩. An emetic causing vomiting.
୪. ଅଗ୍ନିରେ ଆହୁତି —୪. Oblation to fire.
୫. କଷ୍ଟ; ଯନ୍ତ୍ରଣା —୫. Pain.