ବବୁର୍ଚ୍ଚି ଖାନା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବି— (ତୁର୍କୀ. ବାବର୍ଚୀ+ଫାରାସୀ - ଖାନାହ୍)

ସମ୍ପାଦନା

(ସାହେବ ଓ ମୁସଲମାନମାନଙ୍କ) ବନ୍ଧନଶାଳ —Cook room; kichen.

ସାହେବ ଦିନେ ବବୁର୍ଚି ଖାନା ତଦାରଖ କରିବାକୁ ଚାଲିଗଲେ— ଫକୀରମୋହନ—ଗଳ୍ପସ୍ୱଳ୍ପ