ବବୁର୍ଚି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବବରଚି, ବବୁରୁଚି ଅନ୍ୟରୂପ

ବୈଦେଶିକ - ବି—(ଫାରାସୀ - )—(ତୁର୍କୀ, ବାବର୍ଚୀ)

ସମ୍ପାଦନା

ପାଚକ; ସାହେବ ଓ ମୁସଲମାନମାନଙ୍କ ପାଚକ — Cook (of Europeans and Mahommedans.)

ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ