ବବୁର୍ଚି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବବରଚି, ବବୁରୁଚି ଅନ୍ୟରୂପ

ବୈଦେଶିକ - ବି—(ଫାରାସୀ - )—(ତୁର୍କୀ, ବାବର୍ଚୀ) ସମ୍ପାଦନା

ପାଚକ; ସାହେବ ଓ ମୁସଲମାନମାନଙ୍କ ପାଚକ — Cook (of Europeans and Mahommedans.)

ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ