ବବର୍ଚ୍ଚି ଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି— (ତୁର୍କୀ. ବାବର୍ଚୀ+ଫାରାସୀ - ଖାନାହ୍) ସମ୍ପାଦନା

(ସାହେବ ଓ ମୁସଲମାନମାନଙ୍କ) ରନ୍ଧନଶାଳ —Cook room; kichen.

ସାହେବ ଦିନେ ବବୁର୍ଚି ଖାନା ତଦାରଖ କରିବାକୁ ଚାଲିଗଲେ— ଫକୀରମୋହନ—ଗଳ୍ପସ୍ୱଳ୍ପ