ବନ୍ୟା
ବନ୍ୟା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - . (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ)
ସମ୍ପାଦନା- ୧. ଅରଣ୍ୟାନୀ; ବନସମୂହ —୧. Range of forests.
ବନ୍ୟାଶିଖରର ତହିଁ ବିପ୍ରଲବଧା ପ୍ରାୟ ହୋଇ ଋଷିବାର ପ୍ରବର୍ତ୍ତାଇ ଅଛି ଯେ—ଭଞ୍ଜ. ବୈଦେହୀଶବିଳାସ
- ୨. ବଢ଼ୀ; ଜଳପ୍ଲାବନ —୨. Flood; inundation.
- ୩. ମୁଦ୍ଗୁପର୍ଣ୍ଣୀ —୩. Pheseolus Trilobous.
- ୪. ଗୋପାଳ କର୍କଟୀ —୪. A kind of wild fruit.
- ୫. ଗୁଞ୍ଚା; କାଇଞ୍ଚ —୫. Abrus Precetorius.
- ୬. ମିଶ୍ରେୟା; ସଉପ —୬. Anissed; Pimpinella Anisum.
- ୭. ଭଦ୍ରମୁସ୍ତା —୭. A sort of bulbous grass root.
- ୮. ଗନ୍ଧପତ୍ରା —୮. A species of zedoary.
- ୯. ଅଶ୍ୱଗନ୍ଧା (ଦେଖ) - (ହିନ୍ଦୀ - ଶ) — ୯. Aṡwagandhā (See)