ବନ୍ଧୁତା ରଖିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ବହୁକାଳପାଇଁ ବନ୍ଧୁତା ପୋଷଣ କରିବା
୨. କୌଣସି ବ୍ୟକ୍ତି ସଙ୍ଗେ ବନ୍ଧୁତା ସ୍ଥାୟୀ ହେବାର ଉପାୟ କରିବା

(ଦ୍ର—ଏହିପରି ଭକ୍ତି, ଭକତି, ପ୍ରେମ ରଖିବା ଆଦି ହୁଏ)