ବନ୍ଦାଣ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବନ୍ଦନ)

ସମ୍ପାଦନା
୧. ବନ୍ଦନ; ବନ୍ଦାପନା; ଅର୍ଚ୍ଚନା; ପ୍ରଦୀପ ଆଦି ଦେଖାଇ ଅଭ୍ୟର୍ଥନା କରିବା —୧. Act of saluting a person by waving lights before him.

ବନ୍ଦାଣ ମାସକେ କେତେ କେ ଉତ୍ସ କେ କେ ନିତି ବନ୍ଦାଇ ଭଞ୍ଜ. ବୈଦେହୀଶ ବିଳାସ

୨. ବନ୍ଦାଣ ଘର (ଦେଖ) - —୨. Bandāṇa ghara (See)
୩. ବ୍ରତ ବିବାହିଦିରେ ବନ୍ଧୁମାନଙ୍କର ବରକୁ ବା ବାଳକକୁ ଦେବା ଭେଟି —A present given to the bridegroom or the boy on the occassion of a marriage or upanayana.