ବନ୍ଦର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବନ୍ଦର) ସମ୍ପାଦନା

୧. ସମୁଦ୍ର ବା ନଦୀକୂଳରେ ଜାହାଜ ଲଗିବାର ସ୍ଥାନ; ନଦୀ ବା ସମୁଦ୍ରକୂଳସ୍ଥ ବାଣିଜ୍ୟ ସ୍ଥାନ —୧. Port; harbour.
୨. ବନ୍ଦର ସଂଲଗ୍ନ ନଗର —୨. Port town.