ବନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ବନ୍ତା, ବନ୍ତୀ—ସ୍ତ୍ରୀ 

ଦେଶଜ - ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗରେ ଯୁକ୍ତ ହୁଏ; ସଂସ୍କୃତ - ବତ୍ ପ୍ରତ୍ୟୟର ଅପଭ୍ରିଂଶ) ସମ୍ପାଦନା

ଯୁକ୍ତ; ଯାହାର ଥାଏ —(a suffix meaning) Having.

(ଯଥା—ଭାଗ୍ୟବନ୍ତ; ଲକ୍ଷ୍ମିବନ୍ତ)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ବାଲିକୁଦ —A heap or hillock of sand; sand dune.

ପ୍ରାଦେଶିକ - (ଗଡ଼ଜାତ; ଅନୁଗୁଳ) ବିଶେଷ୍ୟ - ସମ୍ପାଦନା

[[]] ୧ ରାମ ଶିଆଳ ]] ୨ (ଦେଖ) - ୧. Rāmaṡiāḻa ୨ (See)

୨. ହେଟା —୨. Wolf.