ବନାରସୀ
ବନାରସୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. କାଶୀରେ ନିର୍ମିତ —୧. Made or manufactured in Benares.
(ଯଥା—ବନାରସୀ ପାଟ )
- ୨. ବନାରସର ଅଧିବାସୀ —୨. Inhabiting in or belonging to Benares.
(ଯଥା—ବନାରସୀ ନର୍ତ୍ତକୀ ବା ବାଈ )
ଦେଶଜ - ବିଶେଷ୍ୟ -
ସମ୍ପାଦନାକାଶୀ ପ୍ରସ୍ତୁତ ପାଟ ଲୁଗା — Benares silk cloth.