ବଧିର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଧିରା—ସ୍ତ୍ରୀ) 

(ବଧିରତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - (ବନ୍ଧ୍ ଧାତୁ= ବନ୍ଦ କରିବା+ସଂଜ୍ଞାର୍ଥେ ଇର୍; ଯାହାର ଶ୍ରବଣଶକ୍ତି ବନ୍ଦ ହୋଇଥାଏ) ସମ୍ପାଦନା

୧. କାଲ; ଶ୍ରବଣଶକ୍ତିହୀନ —୧. Deaf.
୨. (କର୍ଣ୍ଣ) ସ୍ତବ୍ଧ — ୨. Stunned (said of the ear).