ବଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ହନ୍, କିଂବା ବଧ୍ ଧାତୁ+ ଭାବ. ଅ) ସମ୍ପାଦନା

୧. ହନନ; ନାଶ; ହତ୍ୟା; ମାରଣ —୧. Killing; destruction; slaughter; murder.
୨. ମାଂସପେଶୀର ଆଧିକ୍ୟ —୨. Plenty of muscles.
୩. ଆଘାତ —୩. A stroke; blow
୪. ପକ୍ଷାଘାତ —୪. Paralysis.
୫. ଗୁଣନ —୫. Multiplication.
୬. ଅଦୃଶ୍ୟତା; ଲୋପ —୬. Disappearence.

ଦେଶଜ - ବିଶେଷ୍ୟ - ସମ୍ପାଦନା

ହତ୍ୟାଜନିତ ପାପ —୧. Sin due to slaughter.

ଏ ବିଚିତ୍ର ତୋତେ ବଧ ନ ଲଗାଇ ପ୍ରାଚୀ. ରସବାରିଧି

୨. ସ୍ରୋତ ନ ଥିବା ଜଳ ଉପରେ ଜଳଜ ଘାସ ଆଦିର ଘନସ୍ତର —୨. A thick layer aquatic weeds spread on the surface of stagnant pools.
୩. ବହୁକାଳ ନ ଗାଧୋଇବା ଓ ଦେହକୁ ସଫା ନ କରିବା ଦୋଷରୁ ଦେହ ଉପରେ ଜମିବା ମଳିର ଘନ ସ୍ତର —୩. A thick layer of dirt formed on the lady body of a person who has not had a clean bath for a long time.
୪. ଘନ ସ୍ତର —୪. Thick layer.

ସଂସାର ସାଗର ବୁଡ଼ା ବଧ ବ୍ୟାଧି ଯିବ ଅଭିମନ୍ୟୁ. ବିଦିଗ୍ଧଚିନ୍ତାମଣି