ବତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ବର୍ତ୍ତି, ପ୍ରା. ବତ୍ତି) ସମ୍ପାଦନା

୧. ଶଳିତା; ବଳିତା — ୧. A wick.

[ ଦ୍ର—ସୂତା, ତୁଳା ବା କନାକୁ ବଳି ବତି ପ୍ରସ୍ତୁତ କରାଯାଏ; କାଚର ଲାମ୍ପ୍ ଓ ଲଣ୍ଟନ ଆଦିରେ ଜଳିବାପାଇଁ ମୋଟ ଫିତା ଆକାରର ବତି କଳରେ ବୁଣାଯାଏ ]

୨. ମହମ ବତୀ —୨. Candle.
୩. ପ୍ରଦୀପ —୩. Lamp.