ବତି
ବତି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂ ବର୍ତ୍ତି, ପ୍ରା. ବତ୍ତି)
ସମ୍ପାଦନା- ୧. ଶଳିତା; ବଳିତା — ୧. A wick.
[ ଦ୍ର—ସୂତା, ତୁଳା ବା କନାକୁ ବଳି ବତି ପ୍ରସ୍ତୁତ କରାଯାଏ; କାଚର ଲାମ୍ପ୍ ଓ ଲଣ୍ଟନ ଆଦିରେ ଜଳିବାପାଇଁ ମୋଟ ଫିତା ଆକାରର ବତି କଳରେ ବୁଣାଯାଏ ]
- ୨. ମହମ ବତୀ —୨. Candle.
- ୩. ପ୍ରଦୀପ —୩. Lamp.