ବତାଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବ୍ୟକ୍ତ; ସଂସ୍କୃତ - ବାର୍ତ୍ତା)

ସମ୍ପାଦନା
୧. ସୂଚନା କରିବା — ୧. To indicate; to hint.

ବାନରୀ ନେତ୍ର ପ୍ରାନ୍ତ ବତାଇବା ସଙ୍କେତ ସ୍ଥଳକୁ କରି ଅଭିସାରକୁ ପେ କବିସୂର୍ଯ୍ୟ. ସଙ୍ଗୀତ

୨. ଶିଖାଇ ଦେବା; ଶିକ୍ଷା ଦେବା — ୨. To teach; to instruct.

ଭୁଜୀ ଆଉ ଆଉ କଥାମାନ ଭଲ କରି ବଜାଇ ଦେଲା ନୀଳକଣ୍ଠ ପିଲାଙ୍କ ରାମାୟଣ

୩. ବୁଝାଇ ଦେବା —୩. To explain.

ମୋତେ ବସାଇ ତାହା ବତାଇ କହିଲେ କୃଷ୍ଣସିଂହ. ମବହାଭାରତ ବନ

୪. (ବାଟ) ଦେଖାଇବା —୪. To direct or show (the way).
୫. ପରାମର୍ଶ ଦେବା —୫. To advise.

ନବତାଇଲେ ତୁ ସୁଖ ରାହା କବିସୂର୍ଯ୍ୟ, କିଶୋରୀଚମ୍ପୂ ଞ ଗୀତ

୬. (ବ୍ୟଙ୍ଗ) ସମସ୍ତ ମନକଥା ଖୋଲି କହି ଗାଳି ଦେବା; ଅପ୍ରିୟ ସତ୍ୟ କହିବା —୬. (ironical) to speak unpleasant truths.

ମୁଁ ନୁହେ ଘରବୁଡ଼ା ଛିଡ଼ା ହୋଇଛି ବତାଇବି ଭଲେ ହେ କବିସୂର୍ଯ୍ୟ. କବିତା

୭. (ଲକ୍ଷଣାର୍ଥ) ନିର୍ଭୀକଭାବରେ ପ୍ରତ୍ୟୁତ୍ତର ଦେବା — ୭. (figurative) To retort boldly.

ସେ. ବିଶେଷ୍ୟ - ବୁଢ଼ୀକୁ ବତେଇଲା କୁନ୍ତଳାକୁମାରୀ—ନଅତୁଣ୍ତୀ