ବତକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

(ଆରବୀ - ବତକା) କୁଜି ହଂସ; ପାତିହଂସ — Gander.

[ ଦ୍ର—ଏହା ହଂସ ଜାତୀୟ କ୍ଷୁଦ୍ର ସନ୍ତରଣକାରୀ ପକ୍ଷୀ; ରଙ୍ଗ ଧଳା; ଲିପ୍ତ ପାଦ; ଥଣ୍ଟା ଚେପ୍ଟା; ଥଣ୍ଟ ଓ ଗୋଡ଼ ହଳଦିଆମିଶା ନାଲିଆ ]