ବଢ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ବଡ଼ —୧. Big; large.
୨. ଉତ୍କୃଷ୍ଟ —୨. Excellent.
୩. ଉଚ୍ଚ —୩. High.
୪. ମୁଲ୍ୟବାନ —୪. Valuable.
୫. ଅତି ଉତ୍ତମ —୫. Very good.

ଦେଶଜ - ବି—(ସଂସ୍କୃତ - ବେଣୀ) ସମ୍ପାଦନା

ନିଆଁ ରଖିବା ପାଇଁ ବା ଧୁଆଁ ଦେବା ପାଇଁ ବେଣୀ ପକାଯାଇ କୁଟାରେ ମୋଡ଼ା ହୋଇଥିବା ଅଟା —A long wisp of straw twisted tightly so that it may smoulder slowly when lighted and the fire in it preserved for a long time.

ପ୍ରାଦେଶିକ - (ସିଂହଭୁମି) ବିଶେଷ୍ୟ - ସମ୍ପାଦନା

ସତରଞ୍ଜ ଖେଳର ପଦାତି — The foot soldiers in a game of chess.



ବଢ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ବୃଦ୍ଧି ପ୍ରାପ୍ତ; ବର୍ଦ୍ଧିତ) ସମ୍ପାଦନା

୧. ଉତ୍କୃଷ୍ଟ —୧. Excellent.
୨. ଉଚ୍ଚ —୨. High; tall.
୩. ବଡ଼ —୩. Great.
୪. ଧନୀ —୪. Rich.

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଡ଼ିଆ (ଦେଖ) - Baṟḍ̠iā (See)

ପ୍ରାଦେଶିକ - (ଆଳି) ବିଶେଷ୍ୟ - ସମ୍ପାଦନା

ଶଗଡ଼ିଆ ବଳଦଙ୍କୁ ବା ପୋଢ଼ଙ୍କୁ ବାଟରେ ଖୁଆଇବା ପାଇଁ ବେଶି ପାଳକୁ ଅଳ୍ପ ଆକାରରେ ନେବାପାଇଁ ପାଳରେ ତିଆରି କରାଯାଇଥିବା ମୋଡ଼ା ବା ବେଣୀ — Twisted straw taken by cartmen for feeding the cart-bullocks on the way.