ବଡ଼ ଦିନ
ବଡ଼ ଦିନ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଇଂରାଜୀ ଡ଼ିସମ୍ୱର ମାସର ତା ୨୫: ରିଖ; ଖ୍ରୀଷ୍ଟ ମସ୍ —୧. Christmas day falling on the twentyfifth of December.
[ଦ୍ରଷ୍ଟବ୍ୟ —ଏ ଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଆହୁରି ମଧ୍ୟ ଏହି ଦିନଠାରୁ ଦିନମାନ କ୍ରମଶଃ ବଡ଼ ହେବାର ଅନୁମିତ ହୁଏ, ସେଥି— ପାଇଁ ଏହାକୁ ବଡ଼ଦିନ କହନ୍ତି ଡ଼ିସମ୍ୱର ମାସ ୨୨: ତାରିଖରୁ ଦିନ କ୍ରମେ ବଡ ହୁଏ ଓ ରାତି କମେ
- ୨. ଖ୍ରୀଷ୍ଟିୟାନ୍ ମାନଙ୍କର ଡିସେମ୍ୱର ମାସର ଶେଷ ସପ୍ତାହର ପର୍ବ — ୨. The christmas festival.
- ୩. ଯେଉଁ ଦିନମାନଙ୍କ ପରିମାଣ ରାତ୍ରର ପରିମାଣ ଅପେକ୍ଷା ବେଶୀ —୩. A day longer in duration than the night.