ବଡ଼ ଦାଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପ୍ରଶସ୍ତ ରାସ୍ତା — ୧. High road
୨. ପୁରୀ ଜଗନ୍ନାଥଙ୍କ ମନ୍ଦିରଠାରୁ ଗୁଣ୍ଡଚା ଘରଯାଏ ପଡ଼ିଥିବା ପ୍ରଶସ୍ତ ରାସ୍ତା —୨. The wide road extending from Puri temple to Guṇḍichāghara.

ବଡ଼ ଦାଣ୍ଡଠାରୁ ତଟେ ଯହିଁ ବାଭାଜନ୍ତି ମହାବୀର— ରାଧାନାଥ—ପାର୍ବତୀ