ବଡ଼ପଣ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

[ବଡ଼ପଣିଆ(ଆଁ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଗର୍ବ —୧. Pride.
୨. ବଡ଼ଲୋକୀ; ଧନୀ ହେବା ଅବସ୍ଥା — ୨. The state of being rich.
୩. ଗୌରବ; ମହତ୍ୱ —୩. Greatness.

ତାହାଙ୍କୁ ତୁମ୍ଭେ ଯୁଦ୍ଧେ ମାରି ଏହି ଟାଣ କଲେ ସିନା ଲୋକ ହୋଇବ ବଡ଼ ପଣ କୃଷ୍ଣସିଂହ. ମହାଭାରତ ଉଦଯୋଗ

୪. ଆପଣାକୁ ବଡ଼ କରି ଦେଖାଇବାର ଭାବ — ୪. Assuming to be a big man; self aggrandisation.