ବଡ଼ପଣ
ବଡ଼ପଣ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ବଡ଼ପଣିଆ(ଆଁ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଗର୍ବ —୧. Pride.
- ୨. ବଡ଼ଲୋକୀ; ଧନୀ ହେବା ଅବସ୍ଥା — ୨. The state of being rich.
- ୩. ଗୌରବ; ମହତ୍ୱ —୩. Greatness.
ତାହାଙ୍କୁ ତୁମ୍ଭେ ଯୁଦ୍ଧେ ମାରି ଏହି ଟାଣ କଲେ ସିନା ଲୋକ ହୋଇବ ବଡ଼ ପଣ କୃଷ୍ଣସିଂହ. ମହାଭାରତ ଉଦଯୋଗ
- ୪. ଆପଣାକୁ ବଡ଼ କରି ଦେଖାଇବାର ଭାବ — ୪. Assuming to be a big man; self aggrandisation.