ବଟ୍ଟା ଖାତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ମହାଜନୀ କାରବାର) ମହାଜନମାନଙ୍କର ଯେଉଁ ଖାତାରେ ଲୋକସାନ ହୋଇଥିବା ଧନ ଓ ଖାତକଠାରେ ବୁଡ଼ିଯିବା ଧନର ହିସାବ ଓ ତାଲିକା ଲେଖାଯାଏ — Merchent;s account book in which losses and irrecoverable amounts are enumerated and entered.