ବଜେଟ୍
ବଜେଟ୍
ଉଚ୍ଚାରଣ
ସମ୍ପାଦନା(ବଜଟ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂ)
ସମ୍ପାଦନାଆଗାମୀ ବର୍ଷର ଆୟବ୍ୟୟର ଆନୁମାନିକ ତାଲିକା —Budget.
[ଦ୍ରଷ୍ଟବ୍ୟ —ଏହା ବର୍ଷର ଆରମ୍ଭରୁ କରାଯାଏ ଓ ବର୍ଷ ଶେଷରେ ପ୍ରକୃତ ଆୟବ୍ୟୟ ଦେଖା ଗଲେ ତାହା ଠିକ୍ ହିସାବ କରି ତାଲିକା କଲେ ତାକୁ ରିଭାଇଜ୍ଡ଼୍ (revised) ବଜେଟ୍ କହନ୍ତି]