ବଚନ
ବଚନ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବଚନ
|
ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ+ଭାବ. ଅନ)
ସମ୍ପାଦନା- ୧. କଥନ — ୧. Speaking; utterance.
- ୨. (+କର୍ମ. ଅନ) ବାକ୍ୟ; କଥା; ମୁଖୋଚ୍ଚାରିତ ବାକ୍ୟ — ୨. Speech; spoken matter.
- ୩. ଶାସ୍ତ୍ରକଥିତ ବାକ୍ୟ — ୩. A saying of scriptures a passage from a sacred book.
- ୪. ସତ୍ୟ; ଅଙ୍ଗୀକରା; ପ୍ରତିଜ୍ଞା —୪. A promise.
- ୫. ବ୍ୟାକରଣର ଏକତ୍ୱ ବା ଏକାଧିକତ୍ୱଜ୍ଞାପକ ବିଧାନବିଶେଷ — ୫. (grammar) Number.
[ଦ୍ରଷ୍ଟବ୍ୟ —ସଂସ୍କୃତ ବ୍ୟାକରଣରେ ତିନିଗୋଟି ବଚନ ଅଛି; ଯଥା— ଏକବଚନ, ଦ୍ୱିବଚନ ଓ ବହୁବଚନ; କିନ୍ତୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀଭାଷାରେ ବଚନ ଦୁଇଟି, ଯଥା—ଏକବଚନ ଓ ବହୁବଚନ]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଉପଦେଶ —୧. Advice.
- ୨. ଆଜ୍ଞା —୨. Order.