ବଙ୍କୁ ନାଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଶରୀରଭେଦ) (ସଂସ୍କୃତ - ବକ୍ର ଓ ନାଳ) ସମ୍ପାଦନା

ଭ୍ରୂମଧ୍ୟସ୍ଥ ବିନ୍ଦୁ —The point between the eye brows.

ଶରୀରଭେଦ (ଦେଖ) - —Ṡarīrabheda (See)

ନୟନ ପବନ ନିଶ୍ଚଳେ ରଖିବ ନେଇ ବଙ୍କୁନାଳେ—ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ