ବଗିଚା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାଗ୍ଚା)

ସମ୍ପାଦନା

ଉଦ୍ୟାନ — Garden.

[ଦ୍ରଷ୍ଟବ୍ୟ —ଫଳର ବଗିଚାକୁ ବଗାତ ଏବଂ ଶାକ ଶବଜୀର ବା ପୁଲର ଉଦ୍ୟାନକୁ ବଗିଚା ବୋଲାଯାଏ]