ବଗଲ କୟାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଆଳି ଓ କନିକା) ବିଶେଷ୍ୟ - ସମ୍ପାଦନା

ମଇର ଶେଷ ଦୁଇମୁଣ୍ଡ ଫଳରେ ମରାଯାଇଥିବା ଖିଲ — The pegs or pins inserted at the two ends of an agriculturaL ladder.