ବଗଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଗଲ୍; ତୁଳ. ସଂସ୍କୃତ - ବାହୁମୂଳ) ସମ୍ପାଦନା

୧. କାଖ; ବାହୁମୂଲର ନିମ୍ନଦେଶ —୧. Armpits.
୨. ପାର୍ଶ୍ୱ ଦେଶ —୨. The side; flank.
୩. (ଦରଜୀଙ୍କ ଭାଷା)—କୁର୍ତ୍ତାର ଯେଉଁ ତ୍ରିକୋଣ କନା ଛାତି କନା ଓ ପିଠି କନାର ମଧ୍ୟରେ ଦୁଇପାର୍ଶ୍ୱରେ ଲାଗିଥାଏ —୩. The tringular piece of cloth on the sides of a shirt.

ପ୍ରାଦେଶିକ - (ଆଳି ଓ କନିକା) ବିଶେଷ୍ୟ - ସମ୍ପାଦନା

ମଇର ଦୁଇମୁଣ୍ଡ — The two ends of a ladder.