ବଖାଣ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷ୍ୟମାଣ; ସଂସ୍କୃତ - ବ୍ୟାଖ୍ୟାନ; ପ୍ରା. ବକ୍ଖାଣ. ତୁଳ. ଫାରାସୀ - ବୟାନ)

ସମ୍ପାଦନା
୧. କଥନ; କହିବା — ୧. Speaking; statement.
୨. ମୁଖବର୍ଣ୍ଣିତ ବିବରଣ —୨. Narration; oral description.
୩. ବର୍ଣ୍ଣନ —୩. Describing.

ବିଶେଷଣ -

ସମ୍ପାଦନା

ଉକ୍ତ; କଥିତ —Spoken.

ତାହାଙ୍କ ଯେ ଅବା ଲକ୍ଷଣ ଛବିଶେ ହୋଇଛ ବଖାଣ ଜଗନ୍ନାଥ. ଭାଗବତ