ବଖରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଖୁରିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) ସମ୍ପାଦନା

୧. ଏତେ ସଂଖ୍ୟକ ବଖରାର ପରିମାଣଯୁକ୍ତ (ଗୃହ ବା କୋଠରୀ) — ୧. (a room or hall) Measuring so many standard-sized rooms.

(ଯଥା—ସାତ ବଖୁରିଆ ଡ଼ିହ)

୨. ଏତେ ସଂଖ୍ୟକ କୋଠରୀବିଶିଷ୍ଟ —୨. Consisting so many rooms; roomed (e.g. three-roomed).

(ଯଥା—ପାଞ୍ଚବଖୁରିଆ ଘର)

ପ୍ରାଦେଶିକ - (ଲରିଆ) ବିଶେଷ୍ୟ - ସମ୍ପାଦନା

ଘୋଡ଼ା ସଇସ — Syce; groom of a horse.