ବକ୍ ବଜାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚ ଧାତୁ) ସମ୍ପାଦନା

୧. ଅବିରତ କଥା କହିବା —୧. Talking incessantly.
୨. ଅନେକ ସମୟ ପର୍ଯ୍ୟନ୍ତ ଉଚ୍ଚୈଃସ୍ୱରରେ ଗପିବା — ୨. Talking loudly for a long time.
୩. ବୁହତଗୁଡ଼ିଏ ଗପିବାଦ୍ୱାରା ବିରକ୍ତି ବା କ୍ଲାନ୍ତି — ୩. Weariness due to talking for a long time.

ବିଶେଷଣ - ସମ୍ପାଦନା

୧. ବାଦଦୂକ; ଗପଡ଼ୀ —୧. Talkative.
୨. ବହୁତଗୁଡ଼ାଏ ଗପି ଗପି ବିରକ୍ତ — ୨. Tired of talking too much.