ବକ୍ ବଜାରି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଚ ଧାତୁ)

ସମ୍ପାଦନା
୧. ଅବିରତ କଥା କହିବା —୧. Talking incessantly.
୨. ଅନେକ ସମୟ ପର୍ଯ୍ୟନ୍ତ ଉଚ୍ଚୈଃସ୍ୱରରେ ଗପିବା — ୨. Talking loudly for a long time.
୩. ବୁହତଗୁଡ଼ିଏ ଗପିବାଦ୍ୱାରା ବିରକ୍ତି ବା କ୍ଲାନ୍ତି — ୩. Weariness due to talking for a long time.

ବିଶେଷଣ -

ସମ୍ପାଦନା
୧. ବାଦଦୂକ; ଗପଡ଼ୀ —୧. Talkative.
୨. ବହୁତଗୁଡ଼ାଏ ଗପି ଗପି ବିରକ୍ତ — ୨. Tired of talking too much.