ବକ୍ ବକ୍ କରି ଚାହିଁବା

ବକ୍ ବକ୍ କରି ଚାହିଁବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବକ୍ ବକ୍ ଚାହିଁବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ତାଟକା ହୋଇ ଚାହିଁ ରହିବା — To look on vacantly or helplessly; to stare.

ସମସ୍ତେ ବକ୍ ବକ୍ କରି ଚାହିଁ ଅଛନ୍ତି, କାହାକୁ କିଛି ବୁଦ୍ଧି ଦିଶୁ ନାହିଁ ନୀଳକଣ୍ଠ. ପିଲାଙ୍କ ରାମାୟଣ