ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ବକ୍ ବକ୍
ଭାଷା
ଦେଖିବେ
ସମ୍ପାଦନା
ବକ୍ ବକ୍
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - (ଧ୍ୱନ୍ୟନୁକରଣ) ଅ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Bak bak
ଆଇ.ପି.ଏ.
— bˈʌk bˈʌk
ବକ୍ଝକ୍, ବକର୍ଝକର୍, ବକର୍ ବକର୍
ଅନ୍ୟରୂପ
ଅନୁବାଦ
ସମ୍ପାଦନା
ବକ୍ ବକ୍
ବଙ୍ଗାଳୀ:
বকবক
ହିନ୍ଦୀ:
बकबक
ଦେଶଜ - (ଧ୍ୱନ୍ୟନୁକରଣ) ଅ
ସମ୍ପାଦନା
୧. ଏଣୁ ତେଣୁ ଗୁଡ଼ାଏ ଗପିବା —୧. Babbling.
୨. ଅନର୍ଥକ ବାକ୍ୟ ପ୍ରୟୋଗ — ୨. Gibberish.
୩. କ୍ରମାଗତ ଗପିବା —୩. Continuous talking.