ବକ୍ର ନାସିକା

ଉଚ୍ଚାରଣ

ସମ୍ପାଦନା
(ବକ୍ର ନାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବକ୍ର+ନାସିକା)

ସମ୍ପାଦନା

ଯାହାର ନାକ ବଙ୍କା —Having an aquiline nose.

ବିଶେଷ୍ୟ -

ସମ୍ପାଦନା

ପେଚକ; ପେଚା —An owl.