ବକ୍ର ନଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକ୍ର ନଖର—ଅନ୍ୟରୂପ)

ବକ୍ର ନଖା, ବକ୍ର ନଖରାସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ନଖ) ସମ୍ପାଦନା

୧. ବଙ୍କା ନଖ — ୧. Curved nail or talon.
୨. (ବହୁବ୍ରୀହି) ହିଂସ୍ର ପଶୁ ଓ ପକ୍ଷୀ — ୨. Beasts and birds of pray.

ବିଶେଷଣ - ପୁଂ. (ବହୁବ୍ରୀହି) ସମ୍ପାଦନା

ଯାହାର ନଖ ବଙ୍କା — Having curved nails.