ବକ୍ର ଦୃଷ୍ଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ବକ୍ର+ଦୃଷ୍ଟି) ସମ୍ପାଦନା

୧. ବାଙ୍କ ଚାହାଣୀ —୧. Glance with the corner of the eye; ogling.
୨. ଟେରା ଚାହାଣୀ —୨. Squint-eyed look.
୩. ବେଅନୁଗ୍ରହ ଦୃଷ୍ଟି —୩. Unfavourable look.
୪. କ୍ରୁର ଦୃଷ୍ଟି —୪. Scoul; angry or sullen look.

ବିଶେଷଣ - ସମ୍ପାଦନା

ଟେରା —Squint-eyed.