ବକ୍ର ଡଉଁରା
ବକ୍ର ଡଉଁରା
ଉଚ୍ଚାରଣ
ସମ୍ପାଦନାବଙ୍କା ଡ(ଡେ)ଉଁରା, ବାଙ୍କା ଡ(ଡେ)ଉଁରା, ବାଙ୍କ ଡ(ଡେ)ଉଁରିଆଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ର+ଡମରୁ)
ସମ୍ପାଦନା- ୧. ବାଙ୍କ ଡେଉଁରିଆ; ସ୍ତ୍ରୀ ବାହୁଭୂଷଣବିଶେଷ —୧. An armlet consisting of a series amulets strung together.
- ୨. ସ୍ତ୍ରୀମାନଙ୍କ ଚଜୁଡ଼ାରେ ପିନ୍ଧିବା ଅନୁସାକାର ଅଳଙ୍କାରବିଶେଷ — ୨. A bow-shaped ornament worn on the chignon.
ବକ୍ର ଡଉଁରା ହେମ ଦୁବ ଝରା ଦେବାରୁ ଦିଶିଲା ଏମନ୍ତେ ପରା ଭଞ୍ଜ. ଲାବଣ୍ୟବତୀ