ବକ୍ର ଡଉଁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବଙ୍କା ଡ(ଡେ)ଉଁରା, ବାଙ୍କା ଡ(ଡେ)ଉଁରା, ବାଙ୍କ ଡ(ଡେ)ଉଁରିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ର+ଡମରୁ) ସମ୍ପାଦନା

୧. ବାଙ୍କ ଡେଉଁରିଆ; ସ୍ତ୍ରୀ ବାହୁଭୂଷଣବିଶେଷ —୧. An armlet consisting of a series amulets strung together.
୨. ସ୍ତ୍ରୀମାନଙ୍କ ଚଜୁଡ଼ାରେ ପିନ୍ଧିବା ଅନୁସାକାର ଅଳଙ୍କାରବିଶେଷ — ୨. A bow-shaped ornament worn on the chignon.

ବକ୍ର ଡଉଁରା ହେମ ଦୁବ ଝରା ଦେବାରୁ ଦିଶିଲା ଏମନ୍ତେ ପରା ଭଞ୍ଜ. ଲାବଣ୍ୟବତୀ