ବକେଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବାକେୟା, ବାକିୟା(ଆ), ବାକି ବକିୟା, ବାକି ବକରଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (କଚିରିଆ) (ଫାରାସୀ - ଓ ଆରବୀ - ବିକିୟା, ବକାୟା=ଅବଶିଷ୍ଟ; ବାକି ଥିବା) ସମ୍ପାଦନା

ପୂର୍ବରୁ ବାକି ଥିବା —Remaining outstanding.

ବିଶେଷ୍ୟ - ସମ୍ପାଦନା

୧. ପୂର୍ବରୁ ବାକି ରହିଥିବା କାର୍ଯ୍ୟ — ୧. Arrear works.
୨. ଗତି ସନରୁ ବାକିଥିବା ଖଜଣା ବା ପ୍ରାପ୍ୟ — ୩. Arrear rent or due; arrears.