ବକୁଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳ୍ଳଳ) ସମ୍ପାଦନା

୧. ନାକଭିତରୁ ଛାଲ ଛାଡ଼ିବା ଭଳି ମଳ —୧. Layer of dried up phlegm inside the nostrils.
୨. କ୍ଷତସ୍ଥାନର ଶୁଷ୍କ ଚମ ବା ଚୋପା —୨. Dry skin or peel of a healing wound or sore.