ବକିୟା ଖଜଣା
ବକିୟା ଖଜଣା
ଉଚ୍ଚାରଣ
ସମ୍ପାଦନା(ସନହାଲ୍ ଖଜଣା—ବିପରୀତ)
ଅନୁବାଦ
ସମ୍ପାଦନାବକିୟା ଖଜଣା
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ବକୀୟା+ଖଜାନା)
ସମ୍ପାଦନାପୂର୍ବସନମାନଙ୍କର ଖଜଣା, ଯାହା ପ୍ରଜା ଆଦାୟ ନ ଦେଇ ବାଜି ରଖିଥିବା —Arrear rent for year or years other the current year.