ବକିଙ୍ଗ୍ ହାମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ) (ନାମ) ସମ୍ପାଦନା

ଇଂଲଣ୍ଡର ଗୋଟିଏ ପ୍ରସିଦ୍ଧ କାଉଣ୍ଟି ଓ ନଗରର ନାମ —Buckingham, a country and a town in England.

[ଦ୍ରଷ୍ଟବ୍ୟ —ଏହା ଲଣ୍ଡନର ଉତ୍ତରପୂର୍ବେ ଓ ଟେମସ୍ ନଦୀର ଉତ୍ତର କୂଳରେ ଅବସ୍ଥିତ ଏଠାରେ ଇଂଲଣ୍ଡର ରାଜାଙ୍କର ପ୍ରସିଦ୍ଧ ରାଜପ୍ରାସାଦ ଅଛି ଏହି କାଉଣ୍ଟିରେ ବିଲାତର ପ୍ରସିଦ୍ଧ ଇଟନ୍ କଲେଜ୍ ଅଛି]